ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ୩୬ଟି ସାଂଗଠାନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ।
ଅନୁଗୁଳ - ସୁଷମାରାଣୀ ବିଶ୍ୱାଳ; ବାଲେଶ୍ୱର - ନିରୋଜ ନଳିନୀ ମହାଳିକ; ବରଗଡ - ସବିତା ନନ୍ଦ; ଭଦ୍ରକ – ଶୋଭନା ମହାନ୍ତି; ଭୁବନେଶ୍ୱର - ପ୍ରତିଭା ଶତପଥୀ; ବଲାଙ୍ଗୀର - ମୁକ୍ତା ସାହୁ; ବୌଦ୍ଧ - ଇତିଶ୍ରୀ ଜେନା; କଟକ ନଗର - କାନନବାଳା ପଟ୍ଟନାୟକ; କଟକ ସଦର - ମାନସୀ ହରିଚନ୍ଦନ; ଦେବଗଡ - ସଂଘମିତ୍ରା ପ୍ରଧାନ; ଢେଙ୍କାନାଳ - ଗୀତାରାଣୀ ଦାସ; ଗଜପତି - ମୀନା ଦ୍ୟାନସାମନ୍ତରାୟ; ଗଞ୍ଜାମ - ଅପର୍ଣା ଧୀର ସିଂହ; ଘୁମୁସୁର - କସ୍ତୁରୀ ମିଶ୍ର; ଜଗତସିଂହପୁର - ସୁମତି ଦେ; ଯାଜପୁର - ମନସ୍ମିତା ଖୁଂଟିଆ; ଝାରସୁଗୁଡା - କଳ୍ପନା ଲେଙ୍କା; କଳାହାଣ୍ଡି - ଅର୍ଚ୍ଚନା ପ୍ରଧାନ; କନ୍ଧମାଳ - ରଶ୍ମିମୟୀ ପଟ୍ଟନାୟକ; କେନ୍ଦ୍ରାପଡା - ଜୟଲକ୍ଷ୍ମୀ ମହାନ୍ତି; କେନ୍ଦୁଝର - ଲକ୍ଷ୍ମୀ ସାହୁ; ଖୋର୍ଦ୍ଧା - ନିୟତି ଗିରି; କୋରାପୁଟ - ସୁଭାଷିନୀ ପଟ୍ଟନାୟକ; ମାଲକାନଗିରି - ସୁରଭି ପାଣି; ବାରିପଦା (ମୟୂରଭଞ୍ଜ) - ରଶ୍ମି ରେଖା ଦାସ; ରାଇରଙ୍ଗପୁର (ମୟୂରଭଞ୍ଜ) - କୌଶଲ୍ୟା ନାୟକ; ନବରଙ୍ଗପୁର - ପୂର୍ଣ୍ଣିମା ନାୟକ; ନୟାଗଡ - ସଙ୍ଗୀତ ଦାସ; ନୂଆପଡା - ରଞ୍ଜିତା ପାଣିଗ୍ରାହୀ; ପୁରୀ - ସୁଭାଷିନୀ ପୃଷ୍ଟି; ରାୟଗଡା - ବବିତା ପାତ୍ର; ସମ୍ବଲପୁର - ପ୍ରତିମା ମିଶ୍ର; ସୁବର୍ଣ୍ଣପୁର - କୁନ୍ତୀ ପାଲ; ସୁନ୍ଦରଗଡ - ମୀନା ସରାଫ; ବଣେଇ (ସୁନ୍ଦରଗଡ)- ପ୍ରମିଳା ଦାସ ଓ ପାନପୋଷ (ସୁନ୍ଦରଗଡ) - ରୋଜାଲିନ ଦାସଙ୍କୁ ଜିଲ୍ଲା ପ୍ରଭାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତି ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟ
ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଘୋଷଣା କଲା ଜିଲ୍ଲା ପ୍ରଭାରୀ ତାଲିକା
- Hits: 476








