ହେଡଲାଇନସ୍:

କନସିଂହାରେ କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ନିକଟସ୍ଥ କନସିଂହା ଛକ ଠାରେ ନାଇସ (ଏନଆଇଏସଆଇ) କରିସ୍ମା କଂପ୍ୟୁଟର ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି।ଅତିଥିମାନେ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଭୋପାଳ ବୁଡେକ ଉଦଘାଟନୀ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ।ଶିକ୍ଷାକେନ୍ଦ୍ରର ପରିଚାଲକ ଜିତେନ୍ଦ୍ର ସାହା ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭୁବନେଶ୍ବର ନାଇସର ନିର୍ଦ୍ଦେଶକ ନବୀନ ଅଗ୍ରୱାଲ ମୁଖ୍ୟ ଅତିଥି ଓ ପ୍ରକୃତିବନ୍ଧୁ ରାମଚନ୍ଦ୍ର ନାୟକ,ରତ୍ନାକର ଶତପଥି,ଈଶ୍ବର ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ।ଶ୍ରୀ ଅଗ୍ରୱାଲ ଆଦିବାସୀ,ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଂକ ପାଇଁ କଂପ୍ୟୁଟର ଶିକ୍ଷା କେନ୍ଦ୍ରରେ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯିବ ।ପ୍ରଥମେ ୨୦ଟି କଂପ୍ୟୁଟରରେ ଶିକ୍ଷାଦାନ ଆରମ୍ଭ କରାଯିବ।ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷାର୍ଥିଂକ ଆଗ୍ରହ ଅନୁସାରେ ବୃଦ୍ଧି କରାଯିବ ବୋଲି କହିଥିଲେ ।ବିଜୟ ବିଶି,ମୁକେଶ କାଣ୍ତ,ଉଦ୍ଧବ ଘ…

0
0
0
s2sdefault