
ବ୍ୟାସନଗର : ଆଜି ଶାସକ ପ୍ରଶାସକ ରେ ଶିଶୁ ଶ୍ରମିକ ନିଉଜ୍ ପରିବେଷଣ ର ଏକ ଘଣ୍ଟା ନ ପୁରୁଣୁ, ଶ୍ରମ ବିଭାଗ ତାର ଅନୁସନ୍ଧାନ କରି ସମ୍ପୃକ୍ତ ଶିଶୁକୁ ତାର ବାପା ମାଆଙ୍କୁ ଡାକି ହସ୍ତାନ୍ତର କରିଛନ୍ତି | ଏହି ପରି ଯାଜପୁର ଜିଲ୍ଲାରେ ବିଭିନ୍ନ ଜାଗାରେ କାମ କରୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ଥଇଥାନ କଲେ ବହୁତ ଶିଶୁ ଶ୍ରମିକ ମୁଖ୍ୟ ସ୍ରୋତ କୁ ଫେରିଆସଂତେ ବୋଲି ବୁଦ୍ଧିଜୀବୀ ମାନେ ମତଦେଇଛନ୍ତି |
http://shasakprashasak.com/index.php/state/22172-2021-07-28-04-07-29








