ହେଡଲାଇନସ୍:

ଇଂ ଅମ୍ଳାନ ଷଡ଼ଙ୍ଗୀ ହେଲେ ୟୁଥ୍ ଫର୍ ଆକ୍ସନ କମିଟି ର  ରାଜ୍ୟ ଉପସଭାପତି। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟି ର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗୀର ଜିଲ୍ଲା ରେ ତାଙ୍କର ସମର୍ଥକ ଓ ବନ୍ଧୁ ବର୍ଗ ଙ୍କ ମଧ୍ୟରେ ଢେର ଉତ୍ସାହ ପରିଲକ୍ଷିତ ହୋଇଛି। ବିଭିନ୍ନ ମହଲ ରୁ ଅମ୍ଳାନ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଆସୁଛି। ଗୁରୁଜନଙ୍କ ଆଶୀର୍ବାଦ ଓ ସାଙ୍ଗ ସାଥି ଙ୍କ ସହଯୋଗ ରେ ବଢୁଥିବା କହିଛନ୍ତି।   ଆଗକୁ ନିଜ ଦାୟିତ୍ଵ କୁ ନିରପେକ୍ଷ ଭାବେ ତୁଲାଇବେ ଏବଂ ୟୁଥ ଫର ଆକ୍ସନ ତରଫରୁ ବ୍ୟାପକ ସମାଜସେବା କାର୍ଯ୍ୟକ୍ରମ କରାଯିବ  ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

0
0
0
s2sdefault