ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ (ମନୋହର ଦାଶ)- ଝାରବନ୍ଧ ବ୍ଲକ ଡଭା ଗ୍ରାମ ର ଜଣାଶୁଣା ବ୍ୟକ୍ତି ଗୌତମ୍ ସାହୁ ଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଯୋଗୁ କିଛି ଦିନ ହେବ ପୀଡିତ ଥିଲେ। ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ସ୍ତ୍ରୀ ଅମ୍ବିକା, ଝିଅ ବସୁମତୀ, ନିଳେନ୍ଦ୍ରି, ରାଜେଶ୍ୱରୀ ଓ ମିନତୀ ନାତି ଭୋପାଲ ଓ ଅଞ୍ଜନ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ନାତି ଅଞ୍ଜନ ତାଙ୍କୁ ମୁଖାଗ୍ନି ଦେଇଥିଲେ। ଅଞ୍ଚଳର ଏକାଧିକ ବହୁ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

0
0
0
s2sdefault