ହେଡଲାଇନସ୍:

ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର- ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମପଞ୍ଚାୟତ ରେ ଯାଉଥିବା ଭାଲୁକାନା ଗାଁ କଲ୍ୟାଣ ସମିତି ପକ୍ଷରୁ ସାବୁନ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଙ୍ଗନବାଡି କର୍ମୀ କରୋନା ରୋଗ ର ଲକ୍ଷଣ କିପରି ହୁଏ ସେ ବିଷୟ ରେ ଲୋକ ଙ୍କୁ ବୁଝାଇବା ସହ ଓ ଯେଉଁ ବ୍ୟକ୍ତି ଏ ପର୍ଯ୍ୟନ୍ତ ଟୀକା ନେଇ ନାହାନ୍ତି ଶୀଘ୍ର ଟୀକା ନେଇ ଯାଆନ୍ତୁ ବେଲି ଅନୁରୋଧ କରିଥିଲେ l  ଏଥିରେ ଗାଁ କଲ୍ୟାଣ ସମିତି ର ସଭ୍ୟ ସାନନ୍ଦା ଗଡତିଆ, ଅର୍ଜୁନ ବାଗ, ଅମ୍ବିକା ବାଗ ,ପ୍ରମିଳା ବାରିକ, ଲକ୍ଷ୍ମୀକାନ୍ତ ବରିହା, ଭାସ୍କର ଗଡତିଆ, ଦିଲ୍ଲୀପ ସାହୁ, ଭିକାରୀ ଗଡତିଆ ପ୍ରମୁଖ ସାମିଲ ଥିଲେ l

0
0
0
s2sdefault