ବଲାଙ୍ଗିର/ ନିରୋଜ ମିଶ୍ର : ଆଜି ବଲାଙ୍ଗିର ସହର ଶାନ୍ତି ପଡା(ଚନ୍ଦ୍ରଶେଖର ମନ୍ଦିର ସାମନା) ରେ ଏକ ପରିବାରକୁ କିଛି ଅଜଣା ଦୁର୍ବୃତ୍ତ ଘରେ କଏଦ କରି ରଖିଥିବା ଅଭିଯୋଗ ହୋଇଛି l ବର୍ତ୍ତମାନ ପୋଲିସ ଓ ଓଡ୍ରାଫ୍ ଟିମ୍ ସେଠାରେ ପହଂଚି ଉଦ୍ଧର କାମ ଜାରି ରଖିଛନ୍ତି l କେଉଁ କାରଣରୁ ଏହି ପରିବାରକୁ ଜୋରଜବରଦସ୍ତି ଗୃହବନ୍ଦୀ କରି ରଖାଯାଇଛି ତାର କାରଣ ଜଣାପଡ଼ି ନାହିଁ l