ବରଗଡ଼ : ବରଗଡ଼ ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ଫଳା ଫଳ ଘୋଷିତ ହୋଇଛି । ଘୋଷିତ ହୋଇଥିବା ଫଳାଫଳରେ ଝାରବନ୍ଧ ବ୍ଲକ ଡୁଡୁକିଦାଦାର ବିଦ୍ୟାଳୟର ମୋଟ ଛଅ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ହେଲେ ଆୟତି ସିଦାର ,କମଳାକାନ୍ତ ନାଏକ,ନନ୍ଦିନୀ ଧୁବଲ୍ , ଓମପ୍ରକାଶ ସିଦାର୍ ,ଆଦର୍ଶ ମହାନନ୍ଦ, ବିପି ସଂଘ ମିତ୍ରା ବାଗ ,ଏମାନେ ସମସ୍ତେ ଫ୍ରେଜର ପୁର ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏବଂ ଗତ ବୃତ୍ତି ପରୀକ୍ଷା ୨୦୧୯ ୨୦ ରେ ବିଦ୍ୟାଳୟ ରୁ ଆଉ ତିନି ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇଛନ୍ତି ।ତେଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଉବନ ସାହୁ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଛାତ୍ର ଛାତ୍ରୀ ଙ୍କ ସଫଳତା ପଛରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଜୋହନ ନାଏକଙ୍କ ର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି । ପ୍ରକାଶ ଥାଉ କି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ଫଳା ଫଳ ୨୦୨୦ ୨୧ ରେ ଦୁଡୁକିଦାଦର୍ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମଗ୍ର ବରଗଡ଼ ଜିଲ୍ଲାରେ ପ୍ରଥମ ସ୍ଥାନ ରହିଛି ।
ରାଜ୍ୟ
ଡ଼ୁଡୁକିଦାଦର ପ୍ର ଉ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସଫଳତା
- Hits: 1132