କଣ୍ଟାବାଞ୍ଜି:(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ରେ ଅଖିଲ ଭାରତୀୟ ମାରୱାଡି ସମ୍ମିଳନୀ ଓ ମାରୱାଡି ଯୁବ ମଞ୍ଚ, ଓଡିଶା ମୋ ପରିବାର ପକ୍ଷରୁ ମିଲିତ ଭବରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ହାଜି ମୋହମ୍ମଦ ଆୟୁବ ଖାନ ଓ ଅତିଥି ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନ, ଚିକିତ୍ସାଧିକାରୀ ଡ. ଏସପିଡି ପଣ୍ଡା ଯୋଗ ଦେଇଛନ୍ତି।