ହେଡଲାଇନସ୍:

କଳାହାଣ୍ଡି ୱେବ ମିଡ଼ିଆ ସଙ୍ଘର ସାଧାରଣ ବୈଠକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଜିଲ୍ଲା /ତୁଳମଣି ନାଗ: ଗଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁରାପାହାଡ଼ ଶିବ ମନ୍ଦିର ସମ୍ମୁଖରେ କଳାହାଣ୍ଡି ୱେବ ମିଡ଼ିଆ ସଙ୍ଘର ସଭାପତି ଆଦିତ୍ୟ ମହାନ୍ତିଙ୍କ ସଭାପତିତ୍ୟରେ  ଆଜି ସାଧାରଣ ବୈଠକ ଅନୁଷ୍ଟିତ ହୋଇଥିଲା। ବୈଠକରେ  ମୁଖ୍ୟ ଅତିଥି ବିନ୍ଦୁ ମହାନନ୍ଦ  ଓ ସଂମାନିତ ଅତିଥି  ସୁବାଷ ବାଗ  ଯୋଗ ଦେଇଥିବା ବେଳେ  ୱେବ ମିଡ଼ିଆ ସଙ୍ଘର ,କାର୍ଯ୍ୟକାରୀ ସଭାପତି ତୁଳମଣି ନାଗ,ଉପ ସଭାପତି ଲଷ୍ମୀ କାନ୍ତ ବଗ , ସମ୍ପାଦକ ସଂଗ୍ରାମ ପାତ୍ର, ସହ ସମ୍ପାଦକ ନୟନ ରଞ୍ଜନ ପଣ୍ଡା, ସୋଭିତ ଗାନ୍ଧୀ, ସମେତ ଜିଲ୍ଲା  ୱେବ ମିଡ଼ିଆ ସଙ୍ଘ ର କାର୍ଯ୍ୟକାର୍ତ୍ତା ଓ ବ୍ଲକ କାର୍ଯ୍ୟକାର୍ତ୍ତା ମାନେ ଉପସ୍ଥିତ ରହିଥିବା ବେଳ  ସହ ସମ୍ପାଦକ ବଲବନ୍ତ ନାଏକ ସଭା ପରିଚାଳନା କରିଥିଲେ।  ଗଲାମୁଣ୍ଡା ବ୍ଲକ ସଭାପତି ରାମକୁମାର ସେନାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

0
0
0
s2sdefault