ବଲାଙ୍ଗିର ଜିଲ୍ଲାପାଳଙ୍କ ବାସଭବନ ଘେରାଉ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) :  ସୂର୍ଯ୍ୟନଗର ର ପ୍ରାୟ ସତାଧିକ ବାସିନ୍ଦା ଜିଲ୍ଲାପାଳଙ୍କ ନିବାସ ସମ୍ମୁଖରେ ଆଜି ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆନନ୍ଦ ନଗର 'ଗ' ବା ସୂର୍ଯ୍ୟାନଗର କୁ ଉଚ୍ଛେଦ କରିବା ପାଇଁ ପୌରପାଳିକା ପକ୍ଷରୁ ନୋଟିସ କରାଯାଇଛି ଓ ତିନି ଦିନ ମଧ୍ୟରେ ଖାଲିନକଲେ ଆଈନ ଅନୂଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି। ଫଲରେ ଆଜି ସ୍ଥାନୀୟ ବାସିନ୍ଦା ଥଇଥାନ ନ କରିବା ପର୍ଯ୍ଯନ୍ତ ଧାରଣା ରେ ଅଟଲ ରହିବେ ବୋଲି କହିଛନ୍ତି । ଘଟଣାସ୍ଥଳରେ ଆଇ ଆଇସି ସଂଗ୍ରାମ ପଟ୍ଟନାୟକ ପହଞ୍ଚି ଘଟଣା ବିଷୟରେ ବୁଝାମଣା ନହେବାରୁ ଫେରିଯାଇଥିଲେ।

0
0
0
s2sdefault