ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଖୁନ୍ତାମାଲ ପଞ୍ଚାୟତର ସୁଡ଼ୁଙ୍ଗ ଗ୍ରାମରେ ଗ୍ରାମ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଲୋକମୁକ୍ତି ସଂଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା ଅନନ୍ତ ଭାଇ ଯୋଗ ଦେଇ ବନ ଅଧିକାର ଆଇନ-୨୦୦୬ ଏବଂ ସଂଶୋଧନ ନିୟମ-୨୦୧୨ ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ଲୋକମାନଙ୍କ ବ୍ୟକ୍ତିଗତ ଅଧିକାର, ସମ୍ପ୍ରଦାୟ ଅଧିକାର ତଥା କମ୍ୟୁନିଟି ରିସୋର୍ସ ପାଇଁ ଦାବୀ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।
ରାଜ୍ୟ
ସୁଡ଼ୁଙ୍ଗରେ ଗ୍ରାମ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ।
- Hits: 179