ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତାନ କୁମାର ଠାକୁର) :ସହରର ହାଟପଦା ପଡ଼ାର ବିବେକା ନାଥ ନାମକ ଜଣେ ବ୍ୟକ୍ତି ଟ୍ରାନ୍ସଫର୍ମର ତାର କୁ ଧରି ଆତ୍ମହତ୍ଯା କରିଛନ୍ତି। ସୂଚନା ଅନୁଯାୟୀ ବିଭୁତି ପଡା ଯିବା ରାସ୍ତାରେ ବସିଥିବା ଏକ ଟ୍ରାନ୍ସଫର୍ମରରେ ଲାଗିଥିବା ବିଜୁଳି ତାରକୁ ଯାଇ ଜାବୁଡି ଧରିଥିଲେ | ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିବେକାଙ୍କର ଛୋଟ ଛୋଟ ଦୁଇଟି ସନ୍ତାନ ଏବଂ ସ୍ତ୍ରୀ l ତେବେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ l
ରାଜ୍ୟ
ଟ୍ରାନ୍ସଫର୍ମର ତାରକୁ ଧରି ଆତ୍ମହତ୍ୟା
- Hits: 440