ଗୁଣୁପୁର (ମାଧବ ବିଡ଼ିକା): ଆଜି ଭାମିନି ସ୍ଥିତ ଦ୍ବିତୀୟ ଭାରତୀୟ ବାଟାଲିଅନ ପରିସରରେ ୬୧ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏଥିରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶହୀଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଆଇଆରବି କମାଣ୍ଡାଣ୍ଟ ଦିଲ୍ଲୀପ କୁମାର ମହାପାତ୍ର ଏବଂ ଆଇଆରବି ଭlମିନିର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ରାଜ୍ୟ
୬୧ ତମ ପୋଲିସ ଶହୀଦ ଦିବସ ପାଳିତ ।
- Hits: 353