ହେଡଲାଇନସ୍:

ଉଦୟନାଥ ଫର୍ଣ୍ଣିଚରର ୧୧ତମ ଲକି ଡ୍ର ଉଠାଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର -  ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୧ତମ ଲକି ଡ୍ର ଉଠାଣ ହୋଇଯାଇଛି । ଏହି ଲକି ଡ୍ର' ର ବିଜେତା ହେଉଛନ୍ତି ଅତାବିରାର ରଞ୍ଜନ ବେହେରା । ଏହି ଉଠାଣ ସମୟରେ ରୋହିତ କୁମାର ପଟ୍ଟନାୟକ, ଭୋଜରାଜ ଭୋଇ, ଅଶ୍ୱିନୀ କୁମାର ସାହୁ, ସୁଦାମ ଦାନୀ, ଜଗନ୍ନାଥ ମେହେର, ହରିହର ନିଆଲ, ଦିନେଶ କୁମାର ଜେନା ଓ ବାଦଲ ସରାଫ ଯୋଗ ଦେଇଥିଲେ  ।

0
0
0
s2sdefault