ନୂଆଦିଲ୍ଲୀ/ ଶାସକ ପ୍ରଶାସକ: ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କାପୁରଙ୍କୁ ଏଫଟିଆଇଆଇ ସୋସାଇଟିର ସଭାପତି ତଥା ଏଫଟିଆଇଆଇର ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି | ଏହି ପରିପ୍ରେକ୍ଷୀରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ କପୁର ସିନେମା ମାସୁମ୍, ମିଷ୍ଟର ଇଣ୍ଡିଆ, ବାଣ୍ଡିଟ କୁଇନ. ଏଲିଜାବେଥ୍, ଫୋର ଫିଦର, ଏଲିଜାବେଥ୍: ଦି ଗୋଲ୍ଡେନ୍ ଏଜ, ନ୍ୟୁୟର୍କ, ଆଇ ଲଭ୍ ୟୁ, ପ୍ୟାସେଜ ନିର୍ଦ୍ଦେଶନା ଦେଇଛନ୍ତି।
ରାଜ୍ୟ
ନିର୍ଦ୍ଦେଶକ ଶେଖର କାପୁର ଏଫଟିଆଇଆଇ ଅଧ୍ୟକ୍ଷ
- Hits: 382