ହେଡଲାଇନସ୍:

ଦେଶରେ ଏକସଠି  ଲକ୍ଷ, ରାଜ୍ୟରେ ୨.୧୫ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୭୦,୫୮୯   ନୂଆ ପଜିଟିଭ କେଶ ,ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୦୬୭ ଜଣ

ଆଜି ଦେଶରେ ପ୍ରାଣ ହରାଇଛନ୍ତି ୭୭୬ , ଓଡ଼ିଶାରେ ୧୫

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ଦେଶରେ ଏକସଠି ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ସେହିପରି ଓଡ଼ିଶାରେ ଟପିଛି ୨.୧୫ଲକ୍ଷ |  ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୦,୫୮୯  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ୩୦୬୭  ଜଣ | ସାରାଦେଶରେ ଗତ ୨୪ ଘଣ୍ଟା ଭିତରେ   ୭୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡ଼ିଶାରେ ଯାଇଛି ୧୫ ଜୀବନ  | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୬୧,୪୫,୨୯୨  ହୋଇଥିବା ବେଳେ ଓଡ଼ିଶାରେ ତାହା ୨୧୫୬୭୬ ରହିଛି | ଏ ଯାବତ ଦେଶରେ ୫୧,୦୧,୩୯୮ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଓଡ଼ିଶାରେ ସୁସ୍ଥ ହେଲେଣି ୧୭୭୫୮୫   | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୪୭,୫୭୬  ରହିଥିବା ବେଳେ ଓଡ଼ିଶାରେ ସେହି ସଂଖ୍ୟା ୩୭୨୧୦  ରହିଛି |

 ଆଜି ରାଜ୍ୟରେ ଛୀହ୍ନଟ ହୋଇଥିବା ୩୦୬୭  ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯  ଜଣ ସଂଗରୋଧରୁ ଓ ୧୨୫୮ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି |  ଗତକାଲି ୪୦୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |  ରାଜ୍ୟରେ ଏଯାବତ ୩୨୦୦୮୫୨   ଟି ନମୁନା ଯାଞ୍ଚ ହୋଇସାରିଲାଣି |

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୫୫  ଜଣ ଚିହ୍ନଟ ହୋଇଥିବା ଅନୁଗୁଳ ୧୨୯ , ବାଲେଶ୍ୱର ୧୪୬,    କଟକ ୨୩୦,   ମୟୁରଭଞ୍ଜ ୧୫୪ , ପୁରୀ ୧୭୮ ଓ  ଷ୍ଟେଟ ପୂଲରୁ ୨୧୧  ଜଣ ଚିହ୍ନଟ ଆକ୍ରାନ୍ତ ରହିଛନ୍ତି | 

 

Covid-19 Report For 28th September

 

New Positive Cases: 3067

In quarantine: 1809

Local contacts: 1258 

New Recoveries: 4014

Cumulative Tested: 3200852

Positive: 215676

Recovered: 177585

Active Cases: 37210

 

District Wise Cases

 

1. Angul: 129

2. Balasore: 146

3. Bargarh: 69

4. Bhadrak: 59

5. Balangir: 78

6. Boudh: 45

7. Cuttack: 230

8. Deogarh: 15

9. Dhenkanal: 91

10. Gajapati: 21

11. Ganjam: 34

12. Jagatsinghpur: 84

13. Jajpur: 60

14. Jharsuguda: 96

15. Kalahandi: 54

16. Kandhamal: 81

17. Kendrapada: 94

18. Keonjhar: 81

19. Khurda: 555

20. Koraput: 55

21. Malkangiri: 24

22. Mayurbhanj: 143

23. Nawarangpur: 58

24. Nayagarh: 68

25. Nuapada: 85

26. Puri: 178

27. Rayagada: 41

28. Sambalpur: 98

29. Sonepur: 22

30. Sundargarh: 62

31. State Pool: 211

0
0
0
s2sdefault