ହେଡଲାଇନସ୍:

ଆକ୍ରାନ୍ତଙ୍କ ସଂଖ୍ୟା : ଦେଶରେ ଟପିଲା ୪୯ ଲକ୍ଷ, ରାଜ୍ୟରେ ୧୫୮୬୫୦

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜି ଭାରତରେ କରୋନା ୮୩,୮୦୯/୧,୦୫୪: ଓଡ଼ିଶାରେ ୩୬୪୫ /୮ 

ନୂଆଦିଲ୍ଲୀ/ଭୁବନେଶ୍ୱର  (ଶାସକ ପ୍ରଶାସକ) :  ଆଜି ସାରା ଦେଶରେ କରନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଉପରେ ଥିବା ବେଳେ ରାଜ୍ୟରେ ୩୬୪୫ ଜଣ ଆକ୍ରାନ୍ତ ଚିହ୍ନଟ ହେବ ସହ ୮ ଜଣଙ୍କ ପ୍ରାଣ ହାନି ହୋଇଛି | 

ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୮୩,୮୦୯  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୫୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୯,୩୦,୨୩୭ ହୋଇଥିବା ବେଳେ ଏ ଯାବତ ଦେଶରେ ୩୮,୫୯,୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୦,୦୬୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୦,୭୭୬ ରେ ପହଂଚିଛି | ଏଯାବତ ଦେଶରେ ମୋଟ ୫,୮୩,୧୨,୨୭୩ କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୦,୭୨,୮୪୫  ଟି |

ଆଜି ଓଡ଼ିଶାରେ ୩୬୪୫  ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଛନ୍ତି  | ଆଜି ମୃତ୍ୟୁ ହୋଇଛି  ୮ ଜଣଙ୍କର | ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୫୧ ଜଣ ସଂଗରୋଧରୁ ଓ ୧୪୯୪  ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି  ୩୩୮୨  ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୬୫୦ ରେ ପହଂଚିଛି | ଏଯାବତ ୧୨୨୦୨୪ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୯୨୮ ରହିଛି | ରାଜ୍ୟରେ ଏଯାବତ ୨୫୧୬୪୫୭  ଟି ନମୁନା ଯାଞ୍ଚ ହୋଇସାରିଲାଣି | 

Covid-19 Report For 14th September

New Positives Cases: 3645

In quarantine: 2151

Local contacts: 1494

New Recoveries: 3382

Cumulative Tested: 2516457

Positive: 158650

Recovered: 122024

Active Case: 35928

 

 

District Wise Cases

 

1. Angul: 39

2. Balasore: 156

3. Bargarh: 157

4. Bhadrak: 143

5. Balangir: 39

6. Boudh: 30

7. Cuttack: 357

8. Deogarh: 15

9. Dhenkanal: 68

10. Gajapati: 9

11. Ganjam: 46

12. Jagatsinghpur: 95

13. Jajpur: 116

14. Jharsuguda: 91

15. Kalahandi: 79

16. Kandhamal: 95

17. Kendrapada: 75

18. Keonjhar: 56

19. Khurda: 517

20. Koraput: 95

21. Malkangiri: 33

22. Mayurbhanj: 137

23. Nawarangpur: 90

24. Nayagarh: 38

25. Nuapada: 90

26. Puri: 246

27. Rayagada: 79

28. Sambalpur: 127

29. Sonepur: 99

30. Sundargarh: 84

31. State Pool: 344

 

0
0
0
s2sdefault