ଭୁବନେଶ୍ୱର (ଶାସକ ପ୍ରଶାସକ) : ଷୋଡଶ ଓଡିଶା ବିଧାନସଭାର ଚତୁର୍ଥ ଅଧିବେଶନ ତଥା ବିଧାନସଭାର ବିଳମ୍ବିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବ | ଏହା ଅକ୍ଟୋବର ୭ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ | ଏଥିନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହି ଅଧିବେଶନରେ ୮ଟା କାର୍ଯ୍ୟଦିବସ ରହିବ | ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପାଇଁ ବିଧାନ ସଭାଛୁଟି ରହିବାକୁ ଥିବା ବେଳେ ୬ ତାରିଖ ଦିନ ଘରୋଇ ସଦସ୍ୟ ବିଲ ପାଇଁ ଉଦ୍ଦିଷ୍ଟ |
ରାଜ୍ୟ
୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ
- Hits: 497