ହେଡଲାଇନସ୍:

ହୋପ ଅଫିସ ଭିତରେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନାଠାରୁ ମାତ୍ର ୨୦୦ ମିଟର ଦୂର ୱାଡର଼୍ ନମ୍ବର ୮ ସହରସାହିସ୍ଥିତ  ହୋପ କାର୍ଯ୍ୟାଳୟରୁ ବାରିପଦା ଟାଉନ ଥାନା ପୁଲିସ କାଲି  ରାତିରେ ଏକ ଯୁବତୀଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି । ମୃତ ଯୁବତୀଙ୍କ ପରିଚୟ ଅମ୍ରିତା ଦାସ ହୋଇଥିବା ବେଳେ ଘର ବାଲେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ସେ ବାରିପଦା ହୋପ ଅଫିସରେ କାର୍ଯ୍ୟ କରୁଥିଲେ । ପୁଲିସ ପକ୍ଷରୁ ଯୁବତୀଙ୍କ  ପରିବାରକୁ ସୂଚନା ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସୂଚନା ଦେଇଛନ୍ତି ।

 

 

 

0
0
0
s2sdefault