ହେଡଲାଇନସ୍:

ଥାନା ବା କୋର୍ଟକୁ ନଯାଇ ମାମଲା ସୁଲା,ହାଟଡ଼ିହି ଗ୍ରାମ ପଂଚାୟତରେ ଆଗରେ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମଧୁବାବୁ ଆଇନ ସହାୟତା ଶିବିର ସୁଫଳ

 ହାଟଡ଼ିହି(ମକରଧ୍ବଜ ଜେନା ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ  ୩୧ଟି ଗୋଟି ପଂଚାୟତକୁ ନେଇ ଗଠିତ  । ଏହି ଗ୍ରାମ ପଂଚାୟତର ଥିବା ଗ୍ରାମ ଗୁଡ଼ିକରେ ଘରୋଇ ଦ୍ୱନ୍ଦ୍ୱ ଓ ପଂଚାୟତର ଛୋଟ ବଡ଼ ସମସ୍ୟା ସମାଧାନ ପାଇ ହାଟଡ଼ହି ବ୍ଲକ ଆଇନ ସେବା ଶିବିର ପ୍ରତ୍ୟେକ ଗ୍ରାମ ପଂଚାୟତରେ ହୋଇଅଛି  । ଜଣେ ଲେଖାଁଏ ଆଇନଜୀବି  ସରକାରଙ୍କ ତରଫରୁ ନିଯୁକ୍ତି ହୋଇଅଛି । ଯଥା ଆଇତିପୁର ପଂଚାୟତର ଲଳିତ କୁମାର ବେହେରା, ଅକରୁଆ ପଂଚାୟତର ମନୋଜ କୁମାର ମହାନ୍ତି, ଆାମ୍ବୋ ପଂଚାୟତର ପବିତ୍ର ମୋହନ ମହାପାତ୍ର, ବଡ଼ ରମ୍ପାସ ପଂଚାୟତର ସୁଚିତ୍ରା ଦାସ, ବାଲି ବରେଇ ପଂଚାୟତର ଜିତେନ୍ଦ୍ର ଓଝା, ବଂଚୋ ପଂଚାୟତର ହରମୋହନ କର, ବାଙ୍ଗୋର ପଂଚାୟତରେ ରାମଚନ୍ଦ୍ର ମିଶ୍ର, ଡ଼ଅଁର ପଂଚାୟତର ପ୍ରଦୀପ କୁମାର ଜେନା, ଧନୁର୍ଜୟପୁର  ପଂଚାୟତରେ ରାଜନାରାୟଣ ରାଉତରାୟ, ଢେ଼ଙ୍କା ପଂଚାୟତରେ ରବିନ୍ଦ୍ର କୁମାର ସ୍ୱାଇଁ, ଗେଡ଼ମା ପଂଚୟତର ଆଶୁତୋଷ ଦାସ, ହାବଳେଶ୍ୱର ପଂଚାୟତର ଯୁଗଳ ଦାସ, ହଦଗଡ଼ ପଂଚାୟତର ବସନ୍ତ କୁମାର ପଢ଼ିଆରୀ, ଇଂଚଳ ପଂଚାୟତର ନୀଳମଣୀ ସେଠୀ, ଜମ୍ଭୀରା ପଂଚାୟତର ମନୋଜ କୁମାର ତ୍ରିପାଠୀ, କେ.ବାଲିପାଳ ପଂଚାୟତର କରୁଣାକର ମୁଦୁଲି, କଳିଙ୍ଗା  ପଂଚାୟତର ଗୋପିନାଥ ନାୟକ, ମରୈଗାଁ ପଂଚାୟତର ସସ୍ମିତା ସ୍ନେହ ଦର୍ଶିନି ନାୟକ, ଓରାଳି ପଂଚାୟତର ବାଳକୃଷ୍ଣ ନାୟକ, ପଢ଼ିଆରୀପଲ୍ଲୀ  ପଂଚାୟତର ସନ୍ତୋଷ କୁମାର ରାଉତ, ପଂଚୁଗୋଛିଆ ପଂଚାୟତରେ ଶଶିକାନ୍ତ ସେଠୀ, ପନ୍ଦାଡେ଼ା ପଂଚାୟତରେ ପଶୁପତି ତ୍ରିପାଠୀ, ସଡ଼ଙ୍ଗ ପଂଚାୟତରେ ଜୟନ୍ତ କୁମାର ଦାସ, ସଢ଼ା ପଂଚାୟତରେ କିଶୋର କୁମାର ତ୍ରିପାଠୀ, ଶାଳନିଆଁ ପଂଚାୟତର ଭଗବାନ ମଲ୍ଲୀକ, ସମଣା ପଂତାୟତରେ ସରୋଜ କୁମାର ପଟ୍ଟନାୟକ, ଶାଶଙ୍ଗ ପଂଚୟତରେ କମଳାକାନ୍ତ ବେହେରା, ସୋସୋ ପଂଚାୟତରେ ପ୍ରସନ୍ନ କୁମାର ରଣା, ସୁଲଣ ପଂଚାୟତରେ ଦିଲିପ କୁମାର ରାଉତ, ଅଁରା ପଂଚାୟତରେ ନକୁଳ ଜେନା ଏହି ଆଇନଜୀବି ଆଇନ ସହାୟତାକୁ ସୁଧାରିବାକୁ ଯାଉଥିବା ବେଳେ ହାଟଡ଼ିହି ପଂଚାୟତରେ ଓକିଲ ସୁମନ୍ତ କୁମାର ଜେନା, ଜଳକଳଙ୍ଗ ଗ୍ରାମରେ ଏକ ପାରିବାରିକ ସମସ୍ୟା ସମାଧାନ କରିଛନ୍ତି  । ଯାହାକି ଜଟିଳ ବିଷୟ ଥିଲା  । ହାଟଡ଼ିହି ପଂଚାୟତର ସରପଂଚ ଅନସୂୟା ସେଠୀ ମୁଖ୍ୟ ଉଦେ୍ଧଶ୍ୟ ଥିବା ବେଳେ  ପିଇଓ ଶରତ କୁମାର ବେଜ ଉପସ୍ଥିତ ଥିଲେ  । ଏହା ସହିତ ଏହି ପଂଚାୟତର ଉପସ୍ଥିତ ଭଦ୍ର ବ୍ୟକ୍ତି ତଥା  ଆଜିର ବରିଷ୍ଠ  ଯୁବ ନାଗରିକ କଳ୍ପତରୁ ସେଠୀ, ସଦାଶିବ ଚକ୍ର, କାମପାଳ ନାୟକ, ପ୍ରମୋଦ ବାରିକ, କୋଦଣ୍ଡଧର ବେହେରାଙ୍କ ଗହଣରେ ଗ୍ରାମବାସୀ ଗ୍ରାମାଂଚଳରେ ଆଇନ ସହାୟତ ଶିବିରରେ ଓକିଲ ସୁମନ୍ତ ନାୟକ ଉଚିତ ପନ୍ଥା ବାହାର କରି ସମସ୍ୟା ସମାଧାନ କରିଥିଲେ  । ସରପଂଚ ଅନସୂୟା ସେଠୀଙ୍କ ଦ୍ୱାରା ଆଗାମି ଦିନରେ ହାଟଡ଼ିହି ପଂଚାୟତ ଅଧିନରେ ଥିବା ଗ୍ରାମ ଗୁଡ଼ିକରେ ମଧୁ ବାବୁ ଆଇନ ସହାୟତା ଦ୍ୱାରା ବହୁତ  ସମସ୍ୟା ସମାଧାନ ହେବ ବୋଲି ଆଶା ବାନ୍ଧିଛନ୍ତି  । କାରଣ ଥାନାକୁ ନ ଯାଉ କେସ  । 

 

 

 

0
0
0
s2sdefault