-
ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫
-
ଆଜି କରୋନାରେ ଯାଇଛି ୮ ଜଣଙ୍କ ଜୀବନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ବି ରାଜ୍ୟରେ କରୋନା ମାରିଛି ଛତ୍ର ଛାଡ଼ ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ଛତିଶ ଶହ ମାର୍କ | ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୮୨ ଜଣ କରୋନା ପଜିଟିଭ | ଆଜି ରାଜ୍ୟରେ ୩୬୮୨ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪୧ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୪୪୧ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮୩୬ ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୬୫୩୨୩ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ରେକର୍ଡ ପରିମାଣର ୨୫୧୦ ଜଣ | ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫, କଟକ ୩୬୯, ମୟୁରଭଞ୍ଜ ୨୭୨, ଗଂଜାମ ୧୭୪, ବରଗଡ ୧୫୨, କୋରାପୁଟ ୧୪୦,ସମ୍ବଲପୁର ୧୨୮, ପୁରୀ ୧୧୫ ଓ ନୟାଗଡ ୧୦୯ଜଣ ଚିହ୍ନଟ ହୋଇଛନ୍ତି | ଆଉ ଆଜି କରୋନାରେ ଯାଇଛି ୮ ଜଣଙ୍କ ଜୀବନ |
New Positives Cases: 3682
In quarantine: 2241
Local contacts: 1441
New Recoveries: 2510
Cumulative Tested: 1612097
Positive: 94668
Recovered: 65323
Active Cases: 28836
District Wise Cases
1. Angul: 56
2. Balasore: 87
3. Bargarh: 152
4. Bhadrak: 51
5. Balangir: 68
6. Boudh: 14
7. Cuttack: 369
8. Deogarh: 12
9. Dhenkanal: 61
10. Gajapati: 48
11. Ganjam: 174
12. Jagatsinghpur: 44
13. Jajpur: 88
14. Jharsuguda: 43
15. Kalahandi: 41
16. Kandhamal: 36
17. Kendrapada: 44
18. Keonjhar: 59
19. Khurda: 775
20. Koraput: 140
21. Malkangiri: 86
22. Mayurbhanj: 272
23. Nawarangpur: 38
24. Nayagarh: 109
25. Nuapada: 23
26. Puri: 115
27. Rayagada: 495
28. Sambalpur: 128
29. Sonepur: 27
30. Sundargarh: 27