୧୦ ପ୍ରାଣହାନୀ ସହ ଆଜି ସବୁ ଜିଲ୍ଲାରୁ ମିଶେଇକି ୨୯୪୯
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ପାଖାପାଖି ତିନି ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଜି କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି |
ଗତ ୨୪ ଘଣ୍ଟା ଭିତରେ ମୋଟ ୬୦୯୦୯ ନମୁନା ପରୀକ୍ଷା ହୋଇଥିବା ବେଲେ ରାଜ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୯୪୯ ଜଣ କରୋନା ପଜିଟିଭ | ଆଜି ସମସ୍ତଙ୍କୁ ଟପି ଯାଇଛି କଟକ | ଆଜି ରାଜ୍ୟରେ ୨୯୪୯ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୪୭୯ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨୬ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୧୨୩ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦୨ ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୫୪୪୦୫ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୨୧୨୯ ଜଣ | ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି କଟକରୁ ୫୮୯ ଜଣ | ତା ପଛକୁ ଅଛନ୍ତି ଖୋର୍ଦ୍ଧା ୪୭୪, ଯାଜପୁର ୨୧୫, ଗଂଜାମ ୧୭୯, ରାୟଗଡାରୁ ୧୪୩ ଜଣ |
Covid-19 Report For 23rd August
Samples tested: 60909
New Positive Cases: 2949
In quarantine: 1826
Local contacts: 1123
New Recoveries: 2129
Cumulative Tested: 1363620
Positive: 81479
Recovered: 54405
Active Cases: 26602
District Wise Cases
1. Angul: 1
2. Balasore: 88
3. Bargarh: 62
4. Bhadrak: 66
5. Balangir: 57
6. Boudh: 3
7. Cuttack: 589
8. Deogarh: 2
9. Dhenkanal: 13
10. Gajapati: 3
11. Ganjam: 179
12. Jagatsinghpur: 51
13. Jajpur: 215
14. Jharsuguda: 20
15. Kalahandi: 30
16. Kandhamal: 34
17. Kendrapada: 56
18. Keonjhar: 30
19. Khurda: 474
20. Koraput: 181
21. Malkangiri: 78
22. Mayurbhanj: 156
23. Nawarangpur: 26
24. Nayagarh: 93
25. Nuapada: 2
26. Puri: 86
27. Rayagada: 143
28. Sambalpur: 104
29. Sonepur: 26
30. Sundargarh: 81