ଆଜି ସବୁ ଜିଲ୍ଲାକୁ "ଠ" ବୁଲାଇଲା କରୋନା : ରେକର୍ଡ ତୋଡ ୨୯୨୪ ଆକ୍ରାନ୍ତ ଚିହ୍ନଟ
-
ଗତକାଲି ୨୪ ଘଣ୍ଟା ଭିତରେ ଯାଞ୍ଚ ହୋଇଛି ୫୨,୭୯୫ ନମୁନା |
-
ପ୍ରଥମ ସ୍ଥାନରେ ଖୋରଧା, ପାଖାପାଖି ୫୦୦
-
୧୧ ଜିଲ୍ଲା ରେ କରୋନା ତିନି ଅଙ୍କ ଉପରେ,ଆଜି ୧୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି କରନା ଭାଙ୍ଗିଛି ପୂର୍ବର ରେକର୍ଡ | ପାଖାପାଖି ୩୦୦୦ | ମାନେ ଆଜି ରାଜ୍ୟରେ ସବୁ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୯୨୪ ଜଣ କରୋନା ପଜିଟିଭ | ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ | ଆଜି ରାଜ୍ୟରେ ୨୪୯୬ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୫୦ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୧୦୯ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨୮ରେ ପହଂଚିଛି | ଏଯାବତ ସୁସ୍ଥ ହେଲେଣି ୪୦୭୧୬ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୧୫୨୧ ଜଣ | ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ ହୋଇଛି | ଆଜି ୫୦୦୦୦ ଲକ୍ଷ ଟପିଛି ନମୁନା ଯାଞ୍ଚ | ପଅରଦିନ୨୪ ଘଂଟାରେ ଯାଞ୍ଚ ହୋଇଥିଲା ୪୭,୮୮୭ଟି ନମୁନା | ଗତକାଲି ୨୪ ଘଣ୍ଟା ଭିତରେ ଯାଞ୍ଚ ହୋଇଛି ୫୨,୭୯୫ ନମୁନା |
ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋରଧା ୪୮୮ ଜଣ | ତା ପଛକୁ ଗଂଜାମ ୩୧୮, ଯାଜପୁର ୨୦୦, ବାଲେଶ୍ୱର ୧୨୭, କଟକ ୧୮୯, ଭଦ୍ରକ ୧୦୭ , ନୟାଗଡ ୧୪୨, ପୁରୀ ୧୪୪, ମୟୁରଭଞ୍ଜ ୧୩୬ , ରାୟଗଡା ୧୧୬, ସୁନ୍ଦରଗଡ ୧୬୧ ଜଣ ଚିହ୍ନଟ ହୋଇଛନ୍ତି |
Covid-19 Report For 15th August
New Positives Cases: 2924
In quarantine: 1815
Local contacts: 1109
New Recoveries: 1521
Cumulative Tested: 908508
Positive: 60050
Recovered: 40726
Active Cases: 18928
District Wise Cases
1. Angul: 37
2. Balasore: 127
3. Bargarh: 48
4. Bhadrak: 107
5. Balangir: 27
6. Boudh: 8
7. Cuttack: 189
8. Deogarh: 16
9. Dhenkanal: 40
10. Gajapati: 71
11. Ganjam: 318
12. Jagatsinghpur: 47
13. Jajpur: 200
14. Jharsuguda: 30
15. Kalahandi: 27
16. Kandhamal: 50
17. Kendrapada: 60
18. Keonjhar: 26
19. Khurda: 488
20. Koraput: 95
21. Malkangiri: 93
22. Mayurbhanj: 136
23. Nawarangpur: 26
24. Nayagarh: 142
25. Nuapada: 20
26. Puri: 144
27. Rayagada: 116
28. Sambalpur: 37
29. Sonepur: 38
30. Sundargarh: 161