ହେଡଲାଇନସ୍:

ବିବାଦ ଘେରରେ ଲାଞ୍ଚୁଆ ତହସିଲଦାର !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ତହସିଲ କାର୍ଯ୍ୟାଳୟରେ ଘଟିଛି  ଏକ ନିନ୍ଦନୀୟ ଘଟଣା | ଡେରାବିଶ୍ ଅଞ୍ଚଳର ଜଣେ ବ୍ୟକ୍ତି ରାଧାକାନ୍ତ ମହାନ୍ତି  ତାଙ୍କର କୌଣସି କାରଣ ବଶତ ମୋବାଇଲ ହଜିଯିବାରୁ simcard ର ପୁନରାବୃତ୍ତି ପାଇଁ ଏକ କୋର୍ଟ affidevit  ରେ ତହସିଲଦାର ଙ୍କ ଦସ୍ତଖତ ପାଇଁ ଯାଇଥିବା ବେଳେ ତହସିଲଦାର କାହ୍ନୁ ଚରଣ ଲେଙ୍କା ସିଧାସଳଖ ଭାବରେ ରାଧାକାନ୍ତଙ୍କୁ  ଦୁଇଶହ ଟଙ୍କା ଲାଞ୍ଚ ମାଗିଥିଲେ  । ଏ ନେଇ ରାଧାକାନ୍ତ ପ୍ରତିବାଦ କରିବାରୁ କଥା ଭୁଲାଇବାକୁ ଉଦ୍ୟମ କରିଥିଲେ | ତହସିଲଦାର ଆଉ କହିଥିଲେ ରେଡକ୍ରସ ବାବଦକୁ ମାଗିଥିଲେ । ଏହାକୁ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ଏବେ କିନ୍ତୁ ଦେଖିବାର ବାକି କେବେ ନିଆ ଯାଉଛି ଏହି ଲାଞ୍ଚୁଆ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ।

 

 
 
 
 
Click here to Reply or Forward
0
0
0
s2sdefault