ଭୁବନେଶ୍ୱର(ଶାସକ ପ୍ରଶାସକ) : ଗତ କିଛି ଦିନ ଧରି ଆନ୍ଦୋଳନ ଚଳାଇଥିବା ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରଛନ୍ତି ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ-ପଶୁସମ୍ପଦ ବିକାଶ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଆଲୋଚନା କରିଛନ୍ତି | ସେମାନଙ୍କ ବିଭିନ୍ନ ଦାବି ଉପରେ ସରକାର ସହୃଦୟତାର ସହ ବିଚାର କରିବେ ବୋଲି ମନ୍ତ୍ରୀ ଡ଼ ସାହୁ ପ୍ରତିଶ୍ରୁତି ଦେଇଥିଲେ | ସରକାରଙ୍କ ଅନୁରୋଧ କ୍ରମେ ସରକାରଙ୍କ ଅନୁରୋଧ କ୍ରମେ ମହାସଂଘ ତାହାର ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ-ପଶୁସମ୍ପଦ ବିକାଶ ସଚିବ ଆର . ରଘୁ ପ୍ରସାଦ ଉପସ୍ଥିତ ଥିଲେ |
ରାଜ୍ୟ
ମତ୍ସ୍ୟ ଉତ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଆଲୋଚନା
- Hits: 411