ହେଡଲାଇନସ୍:

ଆଜି ଦିନକରେ ୨୮୨, ଆଗପଛ ହୋଇ ଗଜପତି -ଗଂଜାମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଜି ଚିହ୍ନଟ ହୋଇଛନ୍ତି ୨୮୨ କରୋନା ପଜିଟିଭ | ୨୫୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬ଜଣ ଚିହ୍ନଟ ହୋଇଛନ୍ତି ବାହାରୁ | ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୦ ରେ ପହଁଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୯୮୮ରେ ପହଂଚିଛି | 

ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ  ୨୬, ଝାରସୁଗୁଡ଼ାରେ  ୨୩, ବାଲେଶ୍ୱରରେ ୩, କଟକରେ ୪,  ମୟୁରଭଞ୍ଜରୁ ୬, ଯାଜପୁରରେ ୬, ପୁରୀରେ  ୯, ଜଗତସିଙ୍ଘପୁରରେ  ୧୧, କନ୍ଧମାଳ ୧୭, ଗଞ୍ଜାମରେ  ୭୫, ଗଜପତି ୭୬, ସମ୍ବଲପୁରରେ ୧୩, ଓ ନୟାଗଡ, କୋରାପୁଟ, ଅନଗୁଳ,ବଲାଙ୍ଗୀର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏ ଓ ଆମପାନ ଡ୍ୟୁଟିରୁ ଆସିଥିବା ୮ ଜଣ NDRF  କର୍ମଚାରୀ ସାମିଲ | 

 

 
 
0
0
0
s2sdefault