ହେଡଲାଇନସ୍:

୧୩୦ ଆକ୍ରାନ୍ତ ହେଲା ବେଳକୁ ସୁସ୍ଥ ହେଲେ ୧୨୩ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୧୩୦ ଜଣ କରନା ପଜିଟିଭ ଚିହ୍ନଟ ହେଲା ବେଳକୁ ସୁସ୍ଥ ହୋଇଛନ୍ତି ପୂର୍ବରୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରେକର୍ଡ ସଂଖ୍ୟକ  ୧୨୩ ଜଣ ବ୍ୟକ୍ତି | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୬୦୪ରେ ପହଂଚିଛି | ସେମାନଙ୍କ ମଧ୍ୟରେ ଗଂଜାମ ୩୫,  କଟକ ୨୨, ନୂଆପଡା  ୧୪,  ବଲାଙ୍ଗୀର  ୧୪,  ଖୋର୍ଦ୍ଧା ୧୦ ,  କନ୍ଧମାଳ ୭ଜଣ,  କୋରାପୁଟ ୫ ଜଣ କେନ୍ଦ୍ରାପଡ଼ା ୪ ଜଣ, ବାଲେଶ୍ଵର , ଢେଙ୍କାନାଳ  ଓ  ନୟାଗଡରୁ ୩ଜଣ ଲେଖାଏ ଏବଂ ଅନୁଗୁଳ , ମୟୁରଭଞ୍ଜ ଓ  ସୁନ୍ଦରଗଡରୀ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି |

0
0
0
s2sdefault