ହେଡଲାଇନସ୍:

ସୁସ୍ଥ ହେଲେ ୮୦ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି କରୋନା ଜାଲରୁ ମୁକୁଳିଛନ୍ତି ୮୦ ଜଣ  | ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୀରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ମାଲକାନଗିରିରୁ ୧୬ କଟକରୁ 7 ଜଣ,  କଟାକରୁ ୭ଜଣ, ନୟାଗଡ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରୁ ୩ଜଣ ଲେଖାଏ,  ଗଂଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି | 

0
0
0
s2sdefault