ହେଡଲାଇନସ୍:

  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ହେବା ପରଠାରୁ  ଆଜି ସବୁଠୁ ଅଧିକ ୧୨୯ ଆକ୍ରାନ୍ତ | ଆଜି ଚିହ୍ନଟ ହୋଇଛନ୍ତି ୧୨୯ ଜଣ ପଜିଟିଭ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୯୪୮ରେ | ୮୮୯ ଏବେ ସକ୍ରିୟ ରୋଗୀ ଥିବା ବେଲେ ସୁସ୍ଥଙ୍କ ସଂଖ୍ୟା ୧୦୫୦ ରହିଛି |

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରେ ୬ ଜଣ, ବରଗଡରେ ୬ଜଣ, ବଲାଙ୍ଗୀର ୧୧, କଟକରେ ୫, ଦେବଗଡରେ ୪, ଢେଙ୍କାନାଳରେ ୧, ଗଜପତିରେ ୧୬, ଗଞ୍ଜାମରେ ୧୦,  ଜଗତସିଂହପୁରରେ ୨, ଯାଜପୁରରେ ୧୦, କେନ୍ଦ୍ରାପଡ଼ା ୧୮ ଜଣ, କେନ୍ଦୁଝର ୩ଜଣ, ଖୋର୍ଦ୍ଧାରେ ୭ ଜଣ, ମାଲକାନଗିରିରେ ଜଣେ, ମୟୁରଭଞ୍ଜରେ ୬ ଜଣ, ନୂଆପଡାରେ ୨ଜଣ, ପୁରୀରେ ୪ଜଣ, ସମ୍ବଲପୁରରେ ଜଣେ ,ସୁନ୍ଦରଗଡରେ ୬ ଜଣ ଅନ୍ତର୍ଭୁକ୍ତ |

 

      

     

0
0
0
s2sdefault