ହେଡଲାଇନସ୍:

ରେଢାଖୋଲରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।

ରେଢାଖୋଲ ସ୍ଥାନୀୟ ଭୀମଭୋଇ ଛକ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ  ଇଂ ରୋହିତ ପୂଜାରୀ , ଜିଲ୍ଲାପରିଷଦ ପ୍ରଦିପ ପ୍ରଧାନ , ଶିବାର୍ଥ ପ୍ରଧାନ , ସୁନିଲ ପ୍ରଧାନ , ପୁରୁଷୋତ୍ତମ  ଓଗ୍ରଓ୍ୱାଲ, କ୍ଷିରୋଦ ଖିଲାରୀ , ଦିଲ୍ଲିପ ପ୍ରଧାନ ପ୍ରମୁଖ ଜନସାଧାରଣ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

 

0
0
0
s2sdefault