ଓଡଗାଁ (ଶ୍ରୀକାନ୍ତ ମିଶ୍ର) ଆଦର୍ଶ ଥାନା ପରିସରରୁ ଥାନା ବାବୁଙ୍କ ଚାଲିଥିଲା କାଠ ବେପାର | ଓଡଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ବାଳଙ୍କ ବସାଘରୁ ଚାଲିଥିଲା କାଠ ବେପାର | ଆଗରୁ ଥାନା ବାବୁଙ୍କ ବିରୋଧରେ ହୋଇଥିଲା ଅଭିଯୋଗ | ଅଭିଯୋଗ ଉପରେ ମାଜିଷ୍ଟ୍ରେଟଙ୍କ ସହାୟତାରେ ଫରେଷ୍ଟର ବିଭାଗର ଚଢାଉଯାରି । ବହୁ ପରିମାଣରେ ନିର୍ମାଣାଧୀନ ଖଟ, ଝରକା ଇତ୍ୟାଦି କାଠ ସାମଗ୍ରୀ ମିଳିଥିବା ସୂଚନା ।












