ହେଡଲାଇନସ୍:

ବିଜେଡି ପକ୍ଷରୁ ସାମାଜିକ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ):  ଆଜି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚେରୁଆପଡା ଠାରେ ବିଜୁ ଜନତା ଦଳ ତରଫ ରୁ ସାମାଜିକ ସଚେତନତା କାର୍ଯ୍ୟକ୍ରମ,ଜନ ଅଭିଯୋଗ ଶୁଣାଣି ତଥା ମାସ୍କ,ସାବୁନ ଓ ରାସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l  ବିଜେଡି ର ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀ କାନ୍ତ ପ୍ରଧାନ ଉଦ୍ଘାଟନ କରି ଥିଲେ I ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ,ପୂର୍ବତନ ଜିଲ୍ଲା ସଭାପତି ପ୍ରମୋଦ ରଥ, ସମ୍ବଲପୁର ପୌରପରିଷଦ ର ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା,ବିଜେଡି ନେତା ରଚିନ୍ଦ୍ର କୁଅଁର, ଜାଫର ଖାଁ, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ଖରାଁଶୁ ଦେବ,ବିଜୟ ସ୍ୱାଇଁ,ନିଶାନ୍ତ ଦୀକ୍ଷିତ,ଆଶିଷ ମିଶ୍ର, ଅମିତ ନାଥ,ନିଶିଥ ଆକାଶ,ଭଗତ ସିଂ,ପ୍ରଦୀପ ଦୋରା, ଚିତ୍ତରଞ୍ଜନ ପଣ୍ଡା, ସୁଭାଶିଷ ପଣ୍ଡା, ସୋନୁ ସିଂ, ସଂଯୁକ୍ତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault