ହେଡଲାଇନସ୍:

କରୋନା ଜାଲରୁ ମୁକୁଳିଲେ ୭୯ ଜଣ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର( ଶାସକ ପ୍ରଶାସକ) ଆଜି ପୁଣି କରୋନା ଜାଲରୁ ମୁକୁଳିଲେ ୭୯ ଜଣ |  | ଆଜି ସେମାନଙ୍କୁ ହସପିଟାଲରୁ ମୁକ୍ତି ମିଳିଛି | ଆଜି ସୁସ୍ଥ ହୋଇଥିବା ଲୋକଙ୍କ ଭିତରେ  ଗଞ୍ଜାମର ୧୧, ଯାଜପୁରର ୫ ଜଣ, ବାଲେଶ୍ୱରର ୧୭ ଜଣ, କଟକର ୪ଜଣ ,  ପୁରୀର ୭ ଜଣ, ଭଦ୍ରକର ୨୮ ଜଣ, କେନ୍ଦୁଝରର ୩ ଜଣ ,ଖୋର୍ଦ୍ଧା ଓ ବଲାଙ୍ଗିରର ୨ ଜଣ ଲେଖାଏ ସାମିଲ ଅଛନ୍ତି | ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୮୧୨ରେ |  

0
0
0
s2sdefault