ହେଡଲାଇନସ୍:

ଆଉ ୭୬ କରୋନା ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଆଉ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି | ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫୩ରେ ପହଂଚିଛି | ଏ ଯାବତ ୭୩୩ ଲୋକ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରେ ୨ ଜଣ, ବଲାଙ୍ଗୀରରେ୧୬ ଜଣ, କଟକରେ ୧୧ ଜଣ, ଗଞ୍ଜାମରେ ୧୦ ଜଣ, ଜଗତସିଂହପୁରରେ ୬ ଜଣ, ଖୋର୍ଦ୍ଧାରେ ୧୩ ଜଣ, ମୟୁରଭଞ୍ଜରେ ଜଣେ ,  ନୟାଗଡରେ୨ ଜଣ, ନୂଆପଡାରେ୧୩ ଜଣ, ସୁନ୍ଦରଗଡରେ ୨ ଜଣ ଅନ୍ତର୍ଭୁକ୍ତ |

0
0
0
s2sdefault