ହେଡଲାଇନସ୍:

ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର  ୧୧ତମ ବାର୍ଷିକ ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 16-04-18-padampur.jpg - 84.86 kB

ପଦ୍ମପୁର/ NIla Deep -ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ  ସୁଦାମ ପ୍ରଧାନଙ୍କ ସଭାପତିତ୍ୱରେ ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ପୂର୍ବତନ ମନ୍ତ୍ରୀ  ବିଜୟ ରଞ୍ଜନ ସିଂ ବରିହା ଯୋଗଦେଇଥିଲେ ।  ସୁରେନ୍ଦ୍ର ମେହେର ମୁଖ୍ୟ ବକ୍ତା ଭାବରେ, ବୁଡାମାଳ ସରପଞ୍ଚ ଶ୍ରୀଯୁକ୍ତ ଚତ୍ରୁ ମେହେର ଏବଂ ପରମାନନ୍ଦ ଶାହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସୌନ୍ଦର୍ଯ୍ୟ ବୄଦ୍ଧି କରିଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ବିଷ୍ଣୁ ପ୍ରସାଦ ବାଜପେୟୀ ମଞ୍ଚ ପରିଚାଳନା କରିଥିବାବେଳେ ହାରାଧନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 
 
0
0
0
s2sdefault