 ଜୁନାଗଡ଼ (ଆଦିତ୍ୟ ମହାନ୍ତି ) କଳାହାଣ୍ଡି ଜିଲା ଜୁନାଗଡ ଥାନା ତିଲ ଝୁଡି ଗ୍ରାମରେ ଘଟି ଯାଇଛି ଏକ ହୃଦୟ ବିଦାରକ ତଥା ଜଘନ୍ୟ କାର୍ଯ୍ୟ |ନିଜ ଜନ୍ମିତ ଦୁଇ ବର୍ଷର ଶିଶୁପୁତ୍ର  କାନ୍ଦୁଥିବା କାରଣରୁ  ତାକୁ  କଚାଡି ମାରି ହତ୍ୟା କଲା ବାପା | ଜୁନାଗଡ ସ୍ଥିତ ଜାରିଙ୍ଗ ଜଙ୍ଗଲରୁ  ଶିଶୁର  ମୃତ ଦେହ ଉଦ୍ଧାର କରିଛି ଜୁନାଗଡ ପୁଲିସ |  ବାପା ଯୁଧିଷ୍ଟିର ଶବରକୁ ପୁଲିସ  ଅଟକ ରଖି ଅଧିକ୍ ତଦନ୍ତ କରୁଛି |

ରାଜ୍ୟ
ଏଟା ବାପା ନା ରାକ୍ଷସ !
- Hits: 851