ହେଡଲାଇନସ୍:

କାଲି  ଆକାଶମାର୍ଗରୁ ପଶ୍ଚିମବଙ୍ଗ ଓ ଓଡିଶାର ବାତ୍ୟା ପ୍ରଭାବିତ ଅଂଚଳର ସର୍ଭେ କରିବେ ପ୍ରଧାନମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କାଲି  ପଶ୍ଚିମବଙ୍ଗ ଓ ଓଡିଶାର  "ଅମ୍ଫନ୍ " ବାତ୍ୟା  ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ସର୍ଭେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆକାଶମାର୍ଗରୁ ସର୍ଭେ ସହ ସମୀକ୍ଷା ବୈଠକ ମଧ୍ୟ ନେବାର କାର୍ଯ୍ୟକ୍ରମ ରହିଛି | ବାତ୍ୟା ପ୍ରଭାବିତ ଅଂଚଳରେ ରିଲିଫ ଓ ପୁନଃନିର୍ମାଣ କାର୍ଯ୍ୟ ଉପରେ ବି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି | 

0
0
0
s2sdefault