ହେଡଲାଇନସ୍:

କରୋନା  ଜାଲରୁ ମୁକୁଳିଲେ ୫୦ ଆକ୍ରାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଥିବା ବେଳେ  ଆଇ ୫୦ ଜଣ ଆକ୍ରାନ୍ତ  କରୋନା କବଳରୁ ପାଇଛନ୍ତି ମୁକ୍ତି | ଏହାଫଳରେ ରାଜ୍ୟରେ କରୋନା କବଳରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଂହିଲା ୩୯୩ରେ | ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୨  ଜଣ, ୧୫ ଜଣ ବାଲେଶ୍ୱର,  ଭଦ୍ରକରୁ ୫ଜଣ, ଯାଜପୁର ଓ ବଉଦରୁ ୩ଜଣ ଲେଖାଏ, ମୟୁରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏ ସାମିଲ | 

0
0
0
s2sdefault