ହେଡଲାଇନସ୍:

କରୋନା ନେଲା ଜଣକ ଜୀବନ, ଆଉ ନୂଆ ଚିହ୍ନଟ ହେଲେ ଏକାବନ  : ନୟାଗଡ଼ରୁ ଚିହ୍ନଟ ହେଲା ସର୍ବାଧିକ ୧୧ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର( ଶାସକ ପ୍ରଶାସକ) : ରାଜ୍ୟରେ  କରୋନା ନେଇଛି ଆଉ ଜଣକ ଜୀବନ |  ଏହା ସହିତ ଚିହ୍ନଟ ହୋଉଛନ୍ତି ଆଉ ୫୧ ନୂଆ ଆକ୍ରାନ୍ତ |  ମୃତ ବ୍ୟକ୍ତି ଜଣକ  ଗଞ୍ଜାମ ଜିଲ୍ଲାର । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଜି ନୂଆ ୫୧ଜଣ କରୋନା ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପାହହିଁଛି | 

ନୂଆ ସଂକ୍ରମିତ ୫୨ଜଣଙ୍କ ଭିତରେ ଗଞ୍ଜାମରୁ ୪ଜଣ, ଯାଜପୁରରୁ ୫ଜଣ, କଟକରୁ ୮ ଜଣ, ମୟୁରଭଞ୍ଜରୁ ୩ ଜଣ , ଜଗତସିଂପୁର, ଅନୁଗୋଳ, ସମ୍ବଲପୁରରୁ ୨ଜଣ ଲେଖାଏ, ନୟାଗଡ଼ରୁ ୧୧ ଜଣ, ପୁରୀ ଓ ମାଲକାନଗିରିରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି | , 

Pls Read 

http://www.shasakprashasak.com/index.php/state/13356-2020-05-21-03-36-50

0
0
0
s2sdefault