ହେଡଲାଇନସ୍:

ସହସ୍ର ମୁହାଁ ଓଡିଶା ,ଦେଶରେ ଟପିଲା ଲକ୍ଷେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ସାରା ଦେଶରେ କରୋନା ପଜିଟିଭ ଲକ୍ଷେ ଛୁଇଁଲା ବେଳକୁ ଏବେ ସହସ୍ର ମୁହାଁ ହୋଇଛି ଓଡ଼ିଶାର ପଜିଟିଭ ସଂଖ୍ୟା | ଆଉ ବୋଲ ମାନିବା ସ୍ଥିତିରେ ନାହିଁ କରୋନା | ଆଜି  ଭାରତରେ କରୋନା ୧.୦୧ ଲକ୍ଷ ହୋଥିବା ବେଳେ ଓଡ଼ିଶାରେ ନୂଆ ୧୦୨ ପଜିଟିଭଙ୍କ ସହ ପହଁଚିଯାଇଛି ସହସ୍ର ପାଖାପାଖି | ଆଜି ସଂଖ୍ୟା  ଛୁଇଁଛି ୯୭୮ରେ |  ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ଯାଜପୁରରୁ ୩୧, ଗତକାଲିର ୨୦ ଜଣଙ୍କୁ ମିଶାଇ ଜଗତସିଂହପୁରରେ ୨୩, ଭଦ୍ରକରୁ ୨୧  , କେନ୍ଦ୍ରାପଡାରେ ୮, କଟକ ୪ ,   ବାଲେଶ୍ୱର ୨ , ଖୋର୍ଦ୍ଧା ୪ ,  ପୁରୀରୁ ୪  , ଅନୁଗୋଳ ୨, ସମ୍ବଲପୁରରେ ୨, ନୟାଗଡରେ ଜଣେ  ସାମିଲ | 

0
0
0
s2sdefault