ହେଡଲାଇନସ୍:

ରାୟଗଡ଼ାରେ କୋବିଡ଼ ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ଶାସକ ପ୍ରଶାସକ: ଶହ ଶହ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ ଏହି ୩ଜିଲ୍ଲା ଗସ୍ତ କରିଛନ୍ତି 5- ଟି ସଚିବ ଭି କେ ପାଣ୍ଡିଆନ । ଏହିକ୍ରମରେ ଶ୍ରୀ ପାଣ୍ଡିଆନ ରାୟଗଡା ଜିଲ୍ଲାରେ ପହଂଚି କୋବିଡ଼ ପରିଚାଳନା , ପରିସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି ।

0
0
0
s2sdefault