ହେଡଲାଇନସ୍:

ରାଜ୍ୟରେ ଆଉ ୭୩ କରୋନା ପଜିଟିଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର : ଆଉ ୭୩ କରନା ପଜିଟିଭ | ମୋଟ  ପଜିଟିଭ ସଂଖ୍ୟା ପହଁଚିଲା ୬୧୧ରେ | ଏମାନଙ୍କ ମଧ୍ୟରେ ଗଂଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକରୁ  ୯, ଖୋର୍ଦ୍ଧାରୁ ୩ ଓ ସୁନ୍ଦରଗରରୁ ୨ ଜଣ ସାମିଲ | ଭଦ୍ରକର ୯ ଟି କେଶ ସମସ୍ତେ ଜ୍ଵାରନ୍ଟାଇନ ସେଣ୍ଟରରୁ | ସେମାନଙ୍କ ମଧ୍ୟରୁ ୫ ଜଣ ସୁରାଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା | ଯାଜପୁର ୧୭ ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା | ସମସ୍ତେ ଜ୍ଵାରନ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡର ଦୁଇଜଣ କଣ୍ଟନମେଣ୍ଟ ଜୋନରୁ | ଗଞ୍ଜାମର ସମସ୍ତ ଚିହ୍ନଟ  ଜ୍ଵାରନ୍ଟାଇନ ସେଣ୍ଟରରୁ ଓ ସମସ୍ତେ ସୁରାଟ ଫେରନ୍ତା | ବର୍ତ୍ତମାନ ରାଜ୍ୟରେ ସମସ୍ତ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୫ ରହିଥିବା ଜଣାପଡିଛି | 

Total Positive Case -611

Total Active cases:465

New positives:73

03 cases in Khordha  {All In Quarantine Centres. Surat returnee }

42 cases in Ganjam{All In Quarantine Centres. Surat Returnees }

09 cases in Bhadrak {All In Quarantine Centres. 5 Surat returnees. 3-WB, 1 K’taka returnee }

17 cases in Jajpur{All In Quarantine Centres. WB returnees }

02 cases in Sundergarh{Both in containment zone }

 

0
0
0
s2sdefault