ହେଡଲାଇନସ୍:

ସକାଲ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର (ନିରୋଜ ମିଶ୍ର) ଆସନ୍ତାକାଲି ସକାଲ ୯ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫୁ । କର୍ଫୁ ଜୋନ- ରେଲୱେ ଷ୍ଟେସନ ଓ ନିକଟରେ ଥିବା ସଂପୁର୍ଣ ସାଲେପାଲି ଗାଁ । ରେଲୱେ ଷ୍ଟେସନ-ସୁଦପଡା-ବେହେରାପାଲି ରେଲୱେ ଓଭର ବ୍ରୀଜ ଦେଇ ପୁଇଁନ୍ତଲାକୁ ଯାଇଥିବା ରାସ୍ତା, ରେଲୱେ ଷ୍ଟେସନ ସାଲେପାଲି ଦେଇ ଆର.ଟି.ଓ ଅଫିସକୁ ଯାଇଥିବା ରାସ୍ତା ଏବଂ ଆର.ଟି.ଓ ଅଫିସରୁ ୱୋମେନ୍ସ କଲେଜ ଛକ ଏରିଆ ରାଜେନ୍ଦ୍ର କଲେଜ ଛକ ଏରିଆ ଦେଇ ଯାଇଥିବା ରାସ୍ତା ।

 

0
0
0
s2sdefault