ହେଡଲାଇନସ୍:

କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ରାସ୍ତା ସିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି, / ମକରଧ୍ବଜ ଜେନା : କେନ୍ଦୁଝର ଜିଲ୍ଲା  ହାଟଡିହି ବ୍ଲକ ରେ ପୁଣି ଦୁଇ  କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି. ଆକ୍ରାନ୍ତ ଦୁଇ ବ୍ୟକ୍ତି ସୁରଟ ରୁ ଫେରି ପଞ୍ଚାୟତ କ୍ଵାରେଣ୍ଟାଇନ ରେ ଥିଲେ. ଜିଲାପାଳ ଆଶିଷ ଠାକରେ ଙ୍କ ନିର୍ଦେଶରେ  ଢେଙ୍କା ଓ ଧନୁର୍ଜୟପୁର  ପଞ୍ଚାୟତ ର ବିଭିନ୍ନ ରାସ୍ତା କୁ ସିଲ କରିଛନ୍ତି |  ଦମକଳ ବାହିନୀ ମଧ୍ୟ ବିଭିନ୍ନ ସ୍ଥାନ କୁ ସାନିଟାଇଜ କରିଛି |  ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାବ ସଂଗ୍ରହ ଚାଲିଛି | ବିଭିନ୍ନ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି. ପୂର୍ବରୁ ପଞ୍ଚୁଗୋଛିଆ ପଂଚାୟତ ହୀରାପୁର ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ |

 

0
0
0
s2sdefault