ହେଡଲାଇନସ୍:

କରୋନାରୁ ସୁସ୍ଥ ହେଲେ ଆଉ ୨୭ ଜଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆଜି ପୁଣି ସୁସ୍ଥ ହୋଇଛନ୍ତି ୨୭ କରୋନା ରୋଗୀ | ଏହାଫଳରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧୪୩ରେ ପହଂଚିଛି | ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫୩୮ରେ ପହଂଚି ଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ଅଛନ୍ତି ୩୯୨ ଜଣ | ୩ ଜଣ ଏ ଯାବତ ଏ ରୋଗରେ ପ୍ରାଣ ହରାଇଛନ୍ତି | 

0
0
0
s2sdefault