ହେଡଲାଇନସ୍:

ସକାଳୁ ସକାଳୁ ଛାତି ଥରାଇ ଦେଲା ଭଳି ଖବର : ସେଞ୍ଚୁରୀ ମାରିଲା କରୋନା , ଗୋଟାଏ ଷ୍ଟ୍ରୋକରେ ୧୦୧

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ସକାଳୁ ସକାଳୁ ଛାତି  ଥରାଇ ଦେଲା  ଭଳି ଖବର | ଆଜି ସକାଳୁ ଗୋଟିଏ ଦଫାରେ ସେଞ୍ଚୁରୀ ମାରିଲା କରୋନା | ଗୋଟାଏ ଷ୍ଟ୍ରୋକରେ ୧୦୧ ଜଣ କରୋନା ପଜିଟିଭ | ଏହାକୁ ମିଶାଇ ରାଜ୍ୟରେ କୋବିଦ ପଜିଟିଭ ୫୩୮ରେ ପହଂଚିଛି | ଗଞ୍ଜାମରେ ୫୨, ବାଲେଶ୍ୱରରେ ୩୩, ସୁନ୍ଦରଗଡ ଓ ଯାଜପୁରରେ ୭ ଲେଖାଏ ଓ କେନ୍ଦୁଝରରେ ୨ ଜଣ ଚିହ୍ନଟ ହୋଇଛନ୍ତି | 

ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୩୩  ପଜିଟିଭ ମଧ୍ୟରୁ ୨୪ - ସୁରଟ ଫେରନ୍ତା, ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ ଜଣ ବାଙ୍ଗାଲୋର ଫେରନ୍ତା,ଜଣେ କଣ୍ଟନମେଣ୍ଟ ଜୋନରୁ ଓ ତିନିଜଣ ୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡର ୭ ଜଣଙ୍କ ମଧ୍ୟରୁ ସମସ୍ତେ କଣ୍ଟନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି |  

0
0
0
s2sdefault