ହେଡଲାଇନସ୍:

 ପ୍ରବୀଣ କୁମାର ହେଲେ ଆଇଜି ପର୍ଶନେଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ ) ବରିଷ୍ଠ ଆଇପିଏସ ଅଫିସର ପ୍ରବୀଣ କୁମାର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ  ଆଇଜି (ପର୍ଶନେଲ) ଭାବେ ନିଯୁକ୍ତି ମିଳିଛି | ୨୦୦୨ ବ୍ୟାଚର ଆଇପିଏସ ଅଫିସର ଶ୍ରୀ କୁମାର କେନ୍ଦ୍ରୀୟ ଡ଼େପୁସେସନରେ ଯାଇ ଏନଆଇଏରେ ନିଯୁକ୍ତ ହୋଇଥିଲେ | ଡିସେମ୍ବର ୨୦୧୯ରେ ଆଇଜି ଭାବେ ପଦୋନ୍ନତି ହୋଇଥିଲା| 

0
0
0
s2sdefault