ହେଡଲାଇନସ୍:

ଗଜପତି ବାସୀଙ୍କୁ ଜିଲ୍ଲାପାଳ କଲେ ଅନୁରୋଧ : ସମ୍ଭାବ୍ୟ ଆହ୍ବାନ ମୁକାବିଲା ପାଇଁ ଲୋଡ଼ିଲେ ସହଯୋଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲାପାଳ ଅନୁପମ ଶାହା ଜିଲ୍ଲାବାସୀଙ୍କ ଲୋଡିଲେ ସହଯୋଗ । ପ୍ରଶାସନ ଲୋକଙ୍କୁ କରୋନା ଠାରୁ ଦୂରେଇ ରଖିବାକୁ ଉଦ୍ୟମ ଜାରି ରଖିଛି । ହେଲେ ଜିଲାରେ ଥିବା 70 କିମିରୁ ଉର୍ଧ୍ବ ଛିଦ୍ର ଯୁକ୍ତ ଆନ୍ତଃରାଜ୍ୟ ସୀମାରେଖା ଜିଲ୍ଲା ପାଇଁ କିଛିଟା ଆହ୍ୱାନ ସୃଷ୍ଟି କରିଛି । ତେଣୁ ପ୍ରଶାସନର ଉଦ୍ୟମରେ ସହଭାଗୀ ହୋଇ ଲାକ ଡାଉନ ନିୟମ ତଥା ପ୍ରଶାସନର ପରାମର୍ଶକୁ ମାନିବା ପାଇଁ କରିଛନ୍ତି ଅନୁରୋଧ । ଶୁଣନ୍ତୁ, କଣ କହୁଛନ୍ତି ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ।

 

0
0
0
s2sdefault