ହେଡଲାଇନସ୍:

କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ୫ ଟି ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋରାପୁଟ/ ଶାସକ ପ୍ରଶାସକ : ବିଭିନ୍ନ ଜିଲା ଗସ୍ତ କରି କୋବିଦ-୧୯ ଲଢେଇ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ଚାକ୍ଷୁସ ତଦାରଖ କରୁଥିବା ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଆସିଛନ୍ତି କୋରାପୁଟ ଗସ୍ତରେ | ୫ ଟି ସଚିବଙ୍କ ସହ ସାଙ୍ଗରେ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର | ଉଭୟେ ଜୟପୁରସ୍ଥିତ କୋବିଦ ହସ୍ପିଟାଲ ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମି ତଦାରଖ କରିଥିଲେ |  କୋବିଦ ହସ୍ପିଟାଲର ଅନୁଧ୍ୟାନ କରିବା ସହ ଲକ ଡାଉନ ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ |  ଗସ୍ତ ଅବସରରେ କୃଷିଜାତ ଦ୍ରବ୍ୟ ପରିବହନ ଓ ତତସମ୍ପର୍କୀୟ କାର୍ଯ୍ୟକ୍ରମକୁ ଅବାଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏମଜିନରେଗା କାମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ |  ଯେପରି ଜଣେ କେହି ଅସହାୟ ଭୋକରେ ନରହେ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ସେ ଦିଗରେ  ଧ୍ୟାନ ଦେବା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ୫ ଟି ସଚିବ |

0
0
0
s2sdefault